
ମେଡିକାଲ ଉଇକିପିଡିଆ (ଅଫଲାଇନ)
ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.
App Info
Advertisement
App Beschreibung
Android -App -Analyse Und -Übersicht: ମେଡିକାଲ ଉଇକିପିଡିଆ (ଅଫଲାଇନ), Entwickelt Von Kiwix Team. In Der Kategorie Medizin Aufgeführt. Die Aktuelle Version Ist 2023-12, Aktualisiert Unter 29/12/2023 . Laut Benutzern Bewertungen Auf Google Play: ମେଡିକାଲ ଉଇକିପିଡିଆ (ଅଫଲାଇନ). Über 5 Tausend -Installationen Erreicht. ମେଡିକାଲ ଉଇକିପିଡିଆ (ଅଫଲାଇନ) Hat Derzeit 108 Bewertungen, Durchschnittliche Bewertung 4.7 Stars
ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Powered by Kiwix http://www.kiwix.org/)
Wir Bieten Derzeit Version 2023-12 An. Dies Ist Unsere Neueste, Optimierteste Version. Es Ist Für Viele Verschiedene Geräte Geeignet. Kostenloser Download Direkt Apk Aus Dem Google Play Store Oder Anderen Versionen, Die Wir Hosten. Darüber Hinaus Können Sie Ohne Anmeldung Und Ohne Anmeldung Herunterladen.
Wir Haben Mehr Als 2000+ Verfügbare Geräte Für Samsung, Xiaomi, Huawei, Oppo, Vivo, Motorola, LG, Google, OnePlus, Sony, Tablet ... Mit So Vielen Optionen, Dass Sie Spiele Oder Software, Die Zu Ihrem Gerät Passen, Einfach Sind.
Es Kann Nützlich Sein, Wenn Es Im Google App Store Eine Beschränkung Des Landes Oder Beschränkungen Von Der Seite Ihres Geräts Gibt.