
ମେଡିକାଲ ଉଇକିପିଡିଆ (ଅଫଲାଇନ)
ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.
Información De La Aplicación
Advertisement
Descripción De La Aplicación Descripción
Análisis Y Revisión De La Aplicación Android: ମେଡିକାଲ ଉଇକିପିଡିଆ (ଅଫଲାଇନ), Desarrollado Por Kiwix Team. Listado En La Categoría Medicina. La Versión Actual Es 2023-12, Actualizada En 29/12/2023 . Según Las Revisiones De Los Usuarios En Google Play: ମେଡିକାଲ ଉଇକିପିଡିଆ (ଅଫଲାଇନ). Logró Más De 5 Mil Instalaciones. ମେଡିକାଲ ଉଇକିପିଡିଆ (ଅଫଲାଇନ) Actualmente Tiene Revisiones De 108, Calificación Promedio De 4.7 Estrellas
ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Desarrollado por Kiwix http://www.kiwix.org/)
Actualmente Estamos Ofreciendo La Versión 2023-12. Esta Es Nuestra Última Versión Más Optimizada. Es Adecuado Para Muchos Dispositivos Diferentes. Descarga Gratuita Directamente Apk De Google Play Store U Otras Versiones Que Estamos Alojando. Además, Puede Descargar Sin Registro Y No Se Requiere Inicio De Sesión.
Tenemos Más Que Dispositivos Disponibles De 2000+ Para Samsung, Xiaomi, Huawei, Oppo, Vivo, Motorola, LG, Google, OnePlus, Sony, Tablet ... Con Tantas Opciones, Es Fácil Para Usted Elegir Juegos O Software Que Se Ajusten A Su Dispositivo.
Puede Ser Útil Si Hay Restricciones De País O Restricciones Del Lado De Su Dispositivo En La Tienda De Aplicaciones De Google.