
ମେଡିକାଲ ଉଇକିପିଡିଆ (ଅଫଲାଇନ)
ନିଃଶୁଳ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନ ପ୍ରତ୍ୟେକ ସ୍ଥାନରେ ଅଫଲାଇନରେ ଉପଲବ୍ଧ.
Alkalmazásinformáció
Advertisement
Alkalmazásleírás
Android Alkalmazás Elemzése És Áttekintése: ମେଡିକାଲ ଉଇକିପିଡିଆ (ଅଫଲାଇନ), A Kiwix Team Fejlesztése. Felsorolva A Orvosi Kategóriában. A Jelenlegi Verzió A 2023-12, A 29/12/2023 -Es Frissítésű. A Felhasználói Vélemények Szerint A Google Play: ମେଡିକାଲ ଉଇକିପିଡିଆ (ଅଫଲାଇନ). Több Mint 5 Ezer Telepítés. A ମେଡିକାଲ ଉଇକିପିଡିଆ (ଅଫଲାଇନ) Jelenleg 108 -As Értékeléssel Rendelkezik, Az Átlagos Minősítés 4.7 Csillag
ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ. ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି. ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ / ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ. ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ. ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି.ଏହା କେଆଇଡବ୍ଲ୍ୟୁଏକ୍ସ (kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ. (Powered by kiwix http://www.kiwix.org/)
Jelenleg A 2023-12 Verziót Kínáljuk. Ez A Legújabb, Legoptimalizáltabb Verziónk. Számos Különféle Eszközhöz Alkalmas. Ingyenes Letöltés Közvetlenül Az Apk -Ból A Google Play Áruházból Vagy Más Verziókból, Amelyeket Tárolunk. Sőt, Regisztráció Nélkül Letölthet És Bejelentkezés Nélkül.
Több, Mint A 2000+ Rendelkezésre Álló Eszközök Van A Samsung, Xiaomi, Huawei, Oppo, Vivo, Motorola, LG, Google, OnePlus, Sony, Tablet ... -Hoz, Oly Sok Lehetőséggel, Könnyű Kiválasztani Az Eszközt Illeszkedő Játékokat Vagy Szoftvereket.
Hasznos Lehet, Ha Bármilyen Országkorlátozás Vagy Korlátozás Van Az Eszköz Oldaláról A Google App Store -Ban.